୭୫ ଲକ୍ଷ ଟଙ୍କାର ଗଞ୍ଜେଇ ବୋଝେଇ ଟ୍ରକ ସହ ୩ଜଣ ଗିରଫ

Ad 30s Skip Ad in 5s -Skip Ad-
Visit advertiser site
Replay
Odisha News24's image
Published on: Jun 23, 2022
11 views

୭୫ ଲକ୍ଷ ଟଙ୍କାର ଗଞ୍ଜେଇ ବୋଝେଇ ଦୁଇଟି ଟ୍ରକ ସହ ୩ ଜଣ କୁ ଗିରଫ କରିଛି ନନ୍ଦପୁର ,ମାଛକୁଣ୍ଡ ପୋଲସ। ପୁଣି ନନ୍ଦପୁର ଏବଂ ମାଛକୁଣ୍ଡ ପୋଲିସ କୁ ବଡ ସଫଳତା । ଗୋଟିଏ ରାତିରେ ଗଞ୍ଜେଇ ବୋଝେଇ ଦୁଇଟି ଟ୍ରକ ସହ ୩ ଜଣ କୁ ଗିରଫ କରିଛି ନନ୍ଦପୁର ଏବଂ ମାଛକୁଣ୍ଡ ପୋଲିସ । ବିଶେଷ ସୂତ୍ର ରୁ ଖବର ପାଇ ନନ୍ଦପୁର SDPO ଙ୍କ ନେତୃତ୍ଵ ରେ ନନ୍ଦପୁର ପୋଲିସ ଖିଲିବା ଛକ ନିକଟରେ ନାକାବନ୍ଦି କରିଥିଲା । ପୋଲିସ ର ବେରିକେଟ ଭାଙ୍ଗି ଟ୍ରକ ଟି ଦ୍ରୁତ ଗତିରେ ଚାଲିଯାଇ ଥିଲା । ପୋଲିସ ପିଛା କରି ନନ୍ଦପୁର ବ୍ଲକ କାର୍ଜ୍ୟାଳୟ ସମୁଖରେ ଟ୍ରକ ଟି କୁ ଅଟକାଇବାରେ ସଫଳ ହୋଇଥିଲା । ଟ୍ରକ କୁ ଯାଞ୍ଚ କରିବାରୁ ସେଥିରେ ବିପୁଳ ପରିମାଣର ଗଞ୍ଜେଇ ଥିଲା । ଏବଂ ଦୁଇ ଅନ୍ତରାଜ୍ୟ ଗଞ୍ଜେଇ ମାଫିଆଙ୍କୁ ମଧ୍ୟ କାବୁ କରିଥିଲା ପୋଲିସ । ଟ୍ରାକରୁ ୨୧ ଟି ବସ୍ତା ରେ ପ୍ରାୟ ୫ କୁଇଣ୍ଟାଲ ଗଞ୍ଜେଇ ଥିବା ବେଳେ ଏହାର ମୂଲ୍ୟ ୫୦ ଲକ୍ଷ ହେବ ବୋଲି ପୋଲିସ କହିଛି ।ଏହି ଗଞ୍ଜେଇ ପଡୁଆ ଅଞ୍ଚଳରୁ ରାଜସ୍ଥାନ କୁ ଚୋରା ଚାଲାଣ ହେଉଥିଲା । ଗିରଫ ବ୍ୟକ୍ତି ଦୁଇ ଜଣ ଉତପ୍ରଦେଶ ର ପ୍ରେପାଲ ସିଂ ଏବଂ ଦେବେନ୍ଦ୍ର ସିଂ ବୋଲି ଜଣା ପଡିଛି । ସେହି ଭଳି ମାଛକୁଣ୍ଡ ପୋଲିସ କୁ ଖବର ମିଳିଥିଲା ସୁରୁମି ଗ୍ରାମ ରୁ ବାହାର ରାଜ୍ୟକୁ ଗଞ୍ଜେଇ ଚୋରା ଚାଲାଣ ହେବା ନେଇ । ମାଛକୁଣ୍ଡ ଏବଂ ଲମତାପୁଟ ପୋଲିସ ମିଳିତ ଭାବରେ ବାଙ୍ଗୁରପଡା ଛକ ନିକଟରେ ନାକାବନ୍ଦୀ କରିଥିଲେ । ଦ୍ରୁତ ଗତିରେ ଆସୁଥିବା ଟ୍ରକ କୁ ଅଟକାଇବା ଦେଖି ଅନ୍ଧାର ର ସୁଯଗ ନେଇ ଡ୍ରାଇଭର ଏବଂ ମାଫିଆ ଫେରାର ହୋଇଯାଇଥିବା ବେଳେ ସହଯୋଗୀ କୁ କାବୁ କରିନେଇଥିଲା ପୋଲିସ । ଗାଡିକୁ ଯାଞ୍ଚ କରିବାରୁ ୮ ଟି ବସ୍ତାରେ ଅଢେଇ କୁଇଣ୍ଟାଲ ଗଞ୍ଜେଇ ରହିଥିଲା । ଏହାର ମୂଲ୍ୟ ପ୍ରାୟ ୨୫ଲକ୍ଷ ଟଙ୍କା ହେବ ବୋଲି ପୋଲିସ ସୂଚନା ଦେଇଛି । ଗିରଫ ବ୍ୟକ୍ତି ଜଣକ ସୁର୍ମୀ ଗ୍ରାମ ର ଧନେସ ସୀସା ବୋଲି ଜଣା ପଡିଛି ।

୭୫ ଲକ୍ଷ ଟଙ୍କାର ଗଞ୍ଜେଇ ବୋଝେଇ ଟ୍ରକ ସହ ୩ଜଣ ଗିରଫ

#oriyanews#odishanews24


Category:

News

Show More [+]
Show Less [-]
Size : x pixels
0 comments founds
No comments received yet, Be first to add comment.

Odisha News24

  • ୭୫ ଲକ୍ଷ ଟଙ୍କାର ଗଞ୍ଜେଇ ବୋଝେଇ ଟ୍ରକ ସହ ୩ଜଣ ଗିରଫ

    ୭୫ ଲକ୍ଷ ଟଙ୍କାର ଗଞ୍ଜେଇ ବୋଝେଇ ଟ୍ରକ ସହ ୩ଜଣ ଗିରଫ

    ୭୫ ଲକ୍ଷ ଟଙ୍କାର ଗଞ୍ଜେଇ ବୋଝେଇ ଦୁଇଟି ଟ୍ରକ ସହ ୩ ଜଣ କୁ ଗିରଫ କରିଛି ନନ୍ଦପୁର ,ମାଛକୁଣ୍ଡ ପୋଲସ। ପୁଣି ନନ୍ଦପୁର ଏବଂ ମାଛକୁଣ୍ଡ ପୋଲିସ କୁ ବଡ ସଫଳତା । ଗୋଟିଏ ରାତିରେ ଗଞ୍ଜେଇ ବୋଝେଇ ଦୁଇଟି ଟ୍ରକ ସହ ୩ ଜଣ କୁ ଗିରଫ କରିଛି ନନ୍ଦପୁର ଏବଂ ମାଛକୁଣ୍ଡ ପୋଲିସ । ବିଶେଷ ସୂତ୍ର ରୁ ଖବର ପାଇ ନନ୍ଦପୁର SDPO ଙ୍କ ନେତୃତ୍ଵ ରେ ନନ୍ଦପୁର ପୋଲିସ ଖିଲିବା ଛକ ନିକଟରେ ନାକାବନ୍ଦି କରିଥିଲା । ପୋଲିସ ର ବେରିକେଟ ଭାଙ୍ଗି ଟ୍ରକ ଟି ଦ୍ରୁତ ଗତିରେ ଚାଲିଯାଇ ଥିଲା । ପୋଲିସ ପିଛା କରି ନନ୍ଦପୁର ବ୍ଲକ କାର୍ଜ୍ୟାଳୟ ସମୁଖରେ ଟ୍ରକ ଟି କୁ ଅଟକାଇବାରେ ସଫଳ ହୋଇଥିଲା । ଟ୍ରକ କୁ ଯାଞ୍ଚ କରିବାରୁ ସେଥିରେ ବିପୁଳ ପରିମାଣର ଗଞ୍ଜେଇ ଥିଲା । ଏବଂ ଦୁଇ ଅନ୍ତରାଜ୍ୟ ଗଞ୍ଜେଇ ମାଫିଆଙ୍କୁ ମଧ୍ୟ କାବୁ କରିଥିଲା ପୋଲିସ । ଟ୍ରାକରୁ ୨୧ ଟି ବସ୍ତା ରେ ପ୍ରାୟ ୫ କୁଇଣ୍ଟାଲ ଗଞ୍ଜେଇ ଥିବା ବେଳେ ଏହାର ମୂଲ୍ୟ ୫୦ ଲକ୍ଷ ହେବ ବୋଲି ପୋଲିସ କହିଛି ।ଏହି ଗଞ୍ଜେଇ ପଡୁଆ ଅଞ୍ଚଳରୁ ରାଜସ୍ଥାନ କୁ ଚୋରା ଚାଲାଣ ହେଉଥିଲା । ଗିରଫ ବ୍ୟକ୍ତି ଦୁଇ ଜଣ ଉତପ୍ରଦେଶ ର ପ୍ରେପାଲ ସିଂ ଏବଂ ଦେବେନ୍ଦ୍ର ସିଂ ବୋଲି ଜଣା ପଡିଛି । ସେହି ଭଳି ମାଛକୁଣ୍ଡ ପୋଲିସ କୁ ଖବର ମିଳିଥିଲା ସୁରୁମି ଗ୍ରାମ ରୁ ବାହାର ରାଜ୍ୟକୁ ଗଞ୍ଜେଇ ଚୋରା ଚାଲାଣ ହେବା ନେଇ । ମାଛକୁଣ୍ଡ ଏବଂ ଲମତାପୁଟ ପୋଲିସ ମିଳିତ ଭାବରେ ବାଙ୍ଗୁରପଡା ଛକ ନିକଟରେ ନାକାବନ୍ଦୀ କରିଥିଲେ । ଦ୍ରୁତ ଗତିରେ ଆସୁଥିବା ଟ୍ରକ କୁ ଅଟକାଇବା ଦେଖି ଅନ୍ଧାର ର ସୁଯଗ ନେଇ ଡ୍ରାଇଭର ଏବଂ ମାଫିଆ ଫେରାର ହୋଇଯାଇଥିବା ବେଳେ ସହଯୋଗୀ କୁ କାବୁ କରିନେଇଥିଲା ପୋଲିସ । ଗାଡିକୁ ଯାଞ୍ଚ କରିବାରୁ ୮ ଟି ବସ୍ତାରେ ଅଢେଇ କୁଇଣ୍ଟାଲ ଗଞ୍ଜେଇ ରହିଥିଲା । ଏହାର ମୂଲ୍ୟ ପ୍ରାୟ ୨୫ଲକ୍ଷ ଟଙ୍କା ହେବ ବୋଲି ପୋଲିସ ସୂଚନା ଦେଇଛି । ଗିରଫ ବ୍ୟକ୍ତି ଜଣକ ସୁର୍ମୀ ଗ୍ରାମ ର ଧନେସ ସୀସା ବୋଲି ଜଣା ପଡିଛି ।

    ୭୫ ଲକ୍ଷ ଟଙ୍କାର ଗଞ୍ଜେଇ ବୋଝେଇ ଟ୍ରକ ସହ ୩ଜଣ ଗିରଫ

    By Odisha News24| 11 views

  • ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ଅଣ୍ଟା ଭିଡ଼ିଲେ , ଝାରସୁଗୁଡ଼ାରୁ ମଧ୍ୟ କଳାକୃତି ଉଦ୍ଧାର କରାଯାଇପାରିବ

    ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ଅଣ୍ଟା ଭିଡ଼ିଲେ , ଝାରସୁଗୁଡ଼ାରୁ ମଧ୍ୟ କଳାକୃତି ଉଦ୍ଧାର କରାଯାଇପାରିବ



    ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ଅଣ୍ଟା ଭିଡ଼ିଲେ , ଝାରସୁଗୁଡ଼ାରୁ ମଧ୍ୟ କଳାକୃତି ଉଦ୍ଧାର କରାଯାଇପାରିବ

    By Odisha News24| 12 views

  • ଜିଲ୍ଲା ବ୍ରାହ୍ମଣ ମହିଳା ସଙ୍ଘ (ଶକ୍ତି ବାହିନୀ) ଦ୍ୱାରା ରଜ  ପର୍ବଟି  ମହା ଆଡମ୍ବରରେ ପାଳନ

    ଜିଲ୍ଲା ବ୍ରାହ୍ମଣ ମହିଳା ସଙ୍ଘ (ଶକ୍ତି ବାହିନୀ) ଦ୍ୱାରା ରଜ ପର୍ବଟି ମହା ଆଡମ୍ବରରେ ପାଳନ



    ଜିଲ୍ଲା ବ୍ରାହ୍ମଣ ମହିଳା ସଙ୍ଘ (ଶକ୍ତି ବାହିନୀ) ଦ୍ୱାରା ରଜ ପର୍ବଟି ମହା ଆଡମ୍ବରରେ ପାଳନ

    By Odisha News24| 5 views

Govt./PSU

Break The News

  • Nupur Sharma बनेगी Delhi  की CM- Asaduddin Owaisi

    Nupur Sharma बनेगी Delhi की CM- Asaduddin Owaisi

    Nupur Sharma बनेगी Delhi की CM- Asaduddin Owaisi
    #NupurSharmaControversy #BharatBandh #NupurSharma #lawofIndia #AIMIMchief #AsaduddinOwaisi #prophetmuhammadrow #viral #trending
    ???????????????????????? ???????? भारत का विश्वसनीय Hindi News Channel है। Navtej TV News Channel राजनीति, मनोरंजन, बॉलीवुड, व्यापार और खेल से जुड़े Latest News अपने दर्शकों तक पहुंचाता है। Navtej TV की Live खबरें एवं Hindi Breaking News के लिए बने रहें।
    ---------------------------------------------------------------------------------
    #NavtejTV #NavtejTVNews #HindiNews #Breaking

    ???????????????????????????????????? ???????? ???????????? ???????????????????????????? ???????????????????????????? ???????????? ???????????????????????? ???????????????? ????????????????:????http://www.youtube.com/c/NavtejTVNetwork

    ★☆★ CONNECT WITH ???????????????????????? ???????? ???????????????????????????? ON SOCIAL MEDIA ★☆★????::
    ????????????????????????????: https://twitter.com/NavtejTv
    ????????????????????????????????????: https://www.instagram.com/navtejtvnetwork/?hl=en
    ????????????????????????????????: https://www.facebook.com/navtejtv
    ????????????????????????????: https://www.youtube.com/channel/UCPlmP8haiOKe5ycBpEySzFg
    ????????????????????????????: https://navtejtv.com/

    Nupur Sharma बनेगी Delhi की CM- Asaduddin Owaisi

    By IBA News Network| 218 views

  • History से मुस्लिम शासक गायब, हिंदू राजाओं को मिला स्थान | NCERT की book से हटाया गया 'सुल्तान' शब्द

    History से मुस्लिम शासक गायब, हिंदू राजाओं को मिला स्थान | NCERT की book से हटाया गया 'सुल्तान' शब्द

    History से मुस्लिम शासक गायब, हिंदू राजाओं को मिला स्थान | NCERT की book से हटाया गया 'सुल्तान' शब्द#hindinews | #BreakingNews | #Watch | #video |

    Get paid membership : https://www.youtube.com/channel/UCBbpLKJLhIbDd_wX4ubU_Cw/join
    DB LIVE APP : https://play.google.com/store/apps/details?id=dblive.tv.news.dblivetv.com
    DB LIVE TV : http://dblive.tv/
    SUBSCRIBE TO OUR CHANNEL: https://www.youtube.com/channel/UCBbpLKJLhIbDd_wX4ubU_Cw
    DESHBANDHU : http://www.deshbandhu.co.in/
    FACEBOOK : https://www.facebook.com/DBlivenews/
    TWITTER : https://twitter.com/dblive15
    ENTERTAINMENT LIVE : https://www.youtube.com/channel/UCyX4qQhpz8WQP2Iu7jzHGFQ
    Sports Live : https://www.youtube.com/channel/UCHgCkbxlMRgMrjUtvMmBojg

    History से मुस्लिम शासक गायब, हिंदू राजाओं को मिला स्थान | NCERT की book से हटाया गया 'सुल्तान' शब्द

    By DB Live| 348 views

  • अंतर्राष्ट्रीय योग दिवस पर योग वेदांत के संग करें 108 बार सूर्य नमस्कार

    अंतर्राष्ट्रीय योग दिवस पर योग वेदांत के संग करें 108 बार सूर्य नमस्कार

    अंतर्राष्ट्रीय योग दिवस...योग करेगा पूरा संसार, आप भी करिए अध्यात्म से साक्षात्कार Yoga Vedanta के संग 108 बार सूर्य नमस्कार...कल सुबह 10.30 बजे से Khabar Fast पर

    #KhabarFast #YogVedant #YogaLife #Yoga #Namaste #InternationalYogaDay #YogaTeacher #YogaLove #asana #KhabarfastNews #KhabarfastLive #Latestnews -www.khabarfast.com/

    Khabar Fast brings the Latest News & Top Breaking headlines on Politics and Current Affairs in India & around the World, Sports, Business, Bollywood News and Entertainment, Science, Technology, Health & Fitness news. To Get updated Press the like Button now

    Khabar Fast News Channel:

    खबर फास्ट भारत का हिंदी न्यूज चैनल है । खबर फास्ट चैनल हरियाणा, हिमाचल प्रदेश, पंजाब, राजस्थान, उत्तर प्रदेश और हर एक राज्य से जुड़ी खबर से रुबरु कराता है । ख़बर फास्ट न्यूज चैनल राजनीति, मनोरंजन, बॉलीवुड, व्यापार और खेल में नवीनतम समाचारों को शामिल करता है। खबर फास्ट चैनल की लाइव खबरें एवं ताजा ब्रेकिंग अपडेट न्यूज, प्रोग्राम के लिए बने रहिए- टीवी चैनल्स, सोशल मीडिया (YOUTUBE, FACEBOOK, INSTAGRAM,TWITTER AND WEBSITE)

    Khabar Fast is the Hindi news channel of India. Khabar Fast Channel deals with news related to Haryana, Himachal Pradesh, Punjab, Rajasthan, Uttar Pradesh and every state. The Khabar Fast News channel covers the latest news in politics, entertainment, Bollywood, business and sports. Khabar Fast Channel Live news and latest breaking news, stay tuned for the program - TV channels, social media (YOUTUBE, FACEBOOK, INSTAGRAM, TWITTER AND WEBSITE)

    Subscribe to Khabar Fast YouTube Channel- https://www.youtube.com/channel/UCzEQ-n1l5Ld6nK5URcv-XHA

    Visit Khabar Fast Website- https://www.khabarfast.com/

    Follow us on Facebook- https://www.facebook.com/khabarfastTV

    Follow us on Twitter- https://twitter.com/Khabarfast

    Follow us on Instagram- https://www.instagram.com/khabarfast/

    For any information or any suggestion you can

    By Khabar Fast| 263 views

  • SIDHU MOOSEWALA को इन लोगों ने मारी थी गोली, दिल्ली पुलिस ने ऐसे किया गिरफ़्तार| CRIME NEWS TV24

    SIDHU MOOSEWALA को इन लोगों ने मारी थी गोली, दिल्ली पुलिस ने ऐसे किया गिरफ़्तार| CRIME NEWS TV24

    TV24 is Punjab's Best News channel which includes all the News from Punjab state. Here you will let to know about all the latest updates like what's going on in Farmers, Politics, People protest and much more . please do subscribe our channel for all the latest updates.

    #PunjabiNews #NewsPunjab #LiveNews #NavjotSidhu #CaptainAmarinderSingh #Punjab #LiveNews #FarmersProtest #KisanAndolan #SukhbirBadal #Kejriwal #BhagwantMaan

    SIDHU MOOSEWALA को इन लोगों ने मारी थी गोली, दिल्ली पुलिस ने ऐसे किया गिरफ़्तार| CRIME NEWS TV24

    By TV24 News Channel| 250 views

  • Sidhu Moosewala को गोली मारने वाले पकड़े गए, शूटरों ने किसका नाम लिया ?| Today Xpress News |

    Sidhu Moosewala को गोली मारने वाले पकड़े गए, शूटरों ने किसका नाम लिया ?| Today Xpress News |

    #sidhumoosewala #Moosewala #MooseWalaInsideStory #todayxpressnews
    सिद्धू मूसेवाला हत्याकांड को लेकर दिल्ली पुलिस (Delhi Police) को बड़ी कामयाबी मिली है. दिल्ली पुलिस की स्पेशल सेल (Special Cell) ने (Sidhu Moose Wala) हत्याकांड में शामिल दो शूटरों को गिरफ्तार किया है. इनसे बड़ी मात्रा में हथियार और विस्फोटक सामान बरामद हुआ है.
    UttarPradesh, uttarakhand, madhyapradesh, chhattisgarhn, himachalpradesh, bihar, karnatka, & maharashtra news

    You Can Subscribe OUR Channel To Get Daily Big News Of Uttar Pradesh and Other State.

    Thank You * Follow We On*

    *Facebook Page-
    https://www.facebook.com/todayxpressnews
    *Daily Hunt-
    https://profile.dailyhunt.in/todayxpress
    *Twitter-
    https://twitter.com/Today_Xpress
    *Instagram-
    https://www.instagram.com/todayxpressnews
    *Telegram-

    Sidhu Moosewala को गोली मारने वाले पकड़े गए, शूटरों ने किसका नाम लिया ?| Today Xpress News |

    By Today Xpress| 377 views