ویڈیو ڈھونڈیں: #nabarangpur

  • ବାଘାଜତୀନ ଲୋକନାଟ୍ୟ ତରଫରୁ କମ୍ବଳ ବଣ୍ଟନ

    ବାଘାଜତୀନ ଲୋକନାଟ୍ୟ ତରଫରୁ କମ୍ବଳ ବଣ୍ଟନ

    Watch ବାଘାଜତୀନ ଲୋକନାଟ୍ୟ ତରଫରୁ କମ୍ବଳ ବଣ୍ଟନ With HD Quality

    بذریعے STAR ODISHA NEWS | 97 نظٓارہ

  • ନକଲି ଡ଼କ୍ଟର ପେଶାରେ ଶିକ୍ଷକ

    ନକଲି ଡ଼କ୍ଟର ପେଶାରେ ଶିକ୍ଷକWatch ନକଲି ଡ଼କ୍ଟର ପେଶାରେ ଶିକ୍ଷକ With HD Quality

    بذریعے STAR ODISHA NEWS | 162 نظٓارہ

  • ୧୩ ଓଡିଶା ବାଟାଲିୟନ ଏବଂ ଏନ.ସି.ସି ନବରଙ୍ଗପୁର ପକ୍ଷରୁ ସ୍ୱଛଭାରତ

    ୧୩ ଓଡିଶା ବାଟାଲିୟନ ଏବଂ ଏନ.ସି.ସି ନବରଙ୍ଗପୁର ପକ୍ଷରୁ ସ୍ୱଛଭାରତ
    WWW.STARODISHANEWS.COMWatch ୧୩ ଓଡିଶା ବାଟାଲିୟନ ଏବଂ ଏନ.ସି.ସି ନବରଙ୍ଗପୁର ପକ୍ଷରୁ ସ୍ୱଛଭାରତ With HD Quality

    بذریعے STAR ODISHA NEWS | 210 نظٓارہ

  • ଉମରକୋଟ ଠାରେ ବିଜେଡିର ସଭ୍ୟ ସଂଗ୍ରହ ଅଭିଯାନ

    ଉମରକୋଟ ଠାରେ ବିଜେଡିର ସଭ୍ୟ ସଂଗ୍ରହ ଅଭିଯାନ

    www.starodishanews.com

    Watch ଉମରକୋଟ ଠାରେ ବିଜେଡିର ସଭ୍ୟ ସଂଗ୍ରହ ଅଭିଯାନ With HD Quality

    بذریعے STAR ODISHA NEWS | 197 نظٓارہ

  • ଶୁଆ ନୁହେଁ ସେତ ଆମ ଚୁମକି II ଚୁମକିର ମୃତ୍ୟୁକୁ ନେଇ ଭାଙ୍ଗି ପଡିଛନ୍ତି ପରିବାର

    ଶୁଆ ନୁହେଁ ସେତ ଆମ ଚୁମକି II ଚୁମକିର ମୃତ୍ୟୁକୁ ନେଇ ଭାଙ୍ଗି ପଡିଛନ୍ତି ପରିବାର

    WWW.STARODISHANEWS.COM

    Watch ଶୁଆ ନୁହେଁ ସେତ ଆମ ଚୁମକି II ଚୁମକିର ମୃତ୍ୟୁକୁ ନେଇ ଭାଙ୍ଗି ପଡିଛନ୍ତି ପରିବାର With HD Quality

    بذریعے STAR ODISHA NEWS | 174 نظٓارہ

  • ଖବର ଆଇନା ୦୮.୧୧.୨୦୧୯

    ଖବର ଆଇନା ୦୮.୧୧.୨୦୧୯

    Watch ଖବର ଆଇନା ୦୮.୧୧.୨୦୧୯ With HD Quality

    بذریعے STAR ODISHA NEWS | 109 نظٓارہ

  • ଶିଶୁ ମୃତ୍ୟୁକୁ ଅପେକ୍ଷା II ଅଭିଶପ୍ତ ଗାଁ ଡଂଗରୀପଡା

    ଶିଶୁ ମୃତ୍ୟୁକୁ ଅପେକ୍ଷା II ଅଭିଶପ୍ତ ଗାଁ ଡଂଗରୀପଡା

    WWW.STARODISHANEWS.COM

    Watch ଶିଶୁ ମୃତ୍ୟୁକୁ ଅପେକ୍ଷା II ଅଭିଶପ୍ତ ଗାଁ ଡଂଗରୀପଡା With HD Quality

    بذریعے STAR ODISHA NEWS | 180 نظٓارہ

  • ଗୁଣି ଗାରେଡି ସନ୍ଦେହରେ ହତ୍ୟା II ଏବେବି ସଚେତନତା ଅଭାବ

    ଗୁଣି ଗାରେଡି ସନ୍ଦେହରେ ହତ୍ୟା II ଏବେବି ସଚେତନତା ଅଭାବ

    www.starodishanews.com

    Watch ଗୁଣି ଗାରେଡି ସନ୍ଦେହରେ ହତ୍ୟା II ଏବେବି ସଚେତନତା ଅଭାବ With HD Quality

    بذریعے STAR ODISHA NEWS | 311 نظٓارہ

  • ବିଜେଡି ରାଜ୍ୟ ସଂଖ୍ୟାଲଘୁ ଉପଦେଷ୍ଟା ମୁନା ଖାଁଙ୍କୁ ଭବ୍ୟ ସମ୍ୱର୍ଦ୍ଧନା II

    ବିଜେଡି ରାଜ୍ୟ ସଂଖ୍ୟାଲଘୁ ଉପଦେଷ୍ଟା ମୁନା ଖାଁଙ୍କୁ ଭବ୍ୟ ସମ୍ୱର୍ଦ୍ଧନା II ଖୁସିରେ ନାଚିଲେ ସମର୍ଥକ
    WWW.STARODISHANEWS.COM

    Watch ବିଜେଡି ରାଜ୍ୟ ସଂଖ୍ୟାଲଘୁ ଉପଦେଷ୍ଟା ମୁନା ଖାଁଙ୍କୁ ଭବ୍ୟ ସମ୍ୱର୍ଦ୍ଧନା II With HD Quality

    بذریعے STAR ODISHA NEWS | 286 نظٓارہ

  • ବିଜେଡି ବିଧାୟକ Manohar Randhari ଙ୍କ କାମ ରେ ଏବେ ଚାରିଆଡେ ଚର୍ଚ୍ଚା...କଣ କଲେ ଦେଖନ୍ତୁ

    ବିଜେଡି ବିଧାୟକ Manohar Randhari ଙ୍କ କାମ ରେ ଏବେ ଚାରିଆଡେ ଚର୍ଚ୍ଚା...କଣ କଲେ ଦେଖନ୍ତୁ

    #OdishaNews
    #Odia
    #Bhubaneswar
    #Patkura


    ✤ ✤ ✤We are from PPL NEWS Network- :

    LIKE | COMMENT | SHARE |
    SUBSCRIBE

    SUBSCRIBE PPL EXPRESS -: https://www.youtube.com/channel/UCpxbjMU9Bxx2juLfmN4oStg

    SUBSCRIBE PPL -:
    https://www.youtube.com/channel/UCfA5hq5og_ZFQNwIBJkQHyw

    SUBSCRIBE TRENDING ODISHA-: https://www.youtube.com/channel/UC9bYqhCbqfFxchx1IQHHZUw

    SUBSCRIBE OUR CHANNEL FOR MORE UPDATES

    For Advertisement and Promotion- Whatsapp On 9090202485

    Watch ବିଜେଡି ବିଧାୟକ Manohar Randhari ଙ୍କ କାମ ରେ ଏବେ ଚାରିଆଡେ ଚର୍ଚ୍ଚା...କଣ କଲେ ଦେଖନ୍ତୁ With HD Quality

    بذریعے POLITICAL PREMIER LEAGUE | 17097 نظٓارہ

  • ଓଡିଶା ନିୟୁଜ ଏକ୍ସପ୍ରେସ ୨୭.୦୪.2019

    Watch ଓଡିଶା ନିୟୁଜ ଏକ୍ସପ୍ରେସ ୨୭.୦୪.2019 With HD Quality

    بذریعے STAR ODISHA NEWS | 110 نظٓارہ

  • ଓଡିଶା ନିୟୁଜ ଏକ୍ସପ୍ରେସ ୦୪.୦୧.୨୦୧୯

    Watch ଓଡିଶା ନିୟୁଜ ଏକ୍ସପ୍ରେସ ୦୪.୦୧.୨୦୧୯ With HD Quality

    بذریعے STAR ODISHA NEWS | 4045 نظٓارہ

  • Water Problem # Nabarangpur

    Water problem in NabarangpurWatch Water Problem # Nabarangpur With HD Quality

    بذریعے Odisha News24 | 911 نظٓارہ

  • ଜିଲ୍ଲା ଆଇନଜୀବୀ ସଂଘ ତରଫରୁ ମଧୁବାବୁ ଜୟନ୍ତୀ ପାଳନ

    ନବରଙ୍ଗପୁର (ଏ.ସତୀଶ ): ନବରଙ୍ଗପୁର ଜିଲ୍ଲା ଆଇନ ଜୀବୀ ସଂଘ ତରଫରୁ ନବରଙ୍ଗପୁର ଜିଲ୍ଲା ଦୌରା ଜର୍ଜ କୋର୍ଟ ପରିସରରେ ମଧୁବାବୁ ଜୟନ୍ତୀ ଓ ଆଇନ ଦିବସ ପାଳନ ହୋଇଯାଇଛି ।

    ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ଜର୍ଜ ରାଜେନ୍ଦ୍ର ପାଣିଗ୍ରାହୀ, ଅତିରିକ୍ତ ଜିଲ୍ଲା ଦୌରା ଜର୍ଜ ସଂଜୀବ ଦୁବେ, ଫେମିଲି ଜର୍ଜ ଗୌରୀମଣି ମହାରଣା, ରେଜିଷ୍ଟାର ଶିବ ମହାପାତ୍ର, ଜିଲ୍ଲାପାଳ ଡକ୍ଟର ଅଜିତ କୁମାର ମିଶ୍ର ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବିବେକାନନ୍ଦ ଶର୍ମା ଙ୍କ ସମେତ ଜିଲ୍ଲା ଆଇନଜୀବୀ ସଂଘ ର ସମସ୍ତ ସଦସ୍ୟ ଯୋଗଦାନ କରିଥିଲେ । ଅତିଥି ମାନଙ୍କ ଦ୍ୱାରା ଜିଲ୍ଲା କୋର୍ଟ ପରିସରରେ ଥିବା ମଧୁବାବୁଙ୍କ ପ୍ରତିମୂର୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଏହାପରେ ଆୟୋଜିତ କାର୍ଯ୍ୟକ୍ରମରେ ଭାଗନେଇ ଅତିଥି ମାନେ ସେମାନଙ୍କ ର ବକ୍ତବ୍ୟରେ ଏହି ଦିବସର ମହତ୍ଵ ସମ୍ପର୍କରେ ଆଲୋକପାତ କରିଥିଲେ । ସମ୍ମାନ କୁ ଅକ୍ଷୁର୍ଣ୍ଣ ରଖିବା ସହିତ ନ୍ୟାୟପାଳିକାର ସ୍ୱାଧୀନତା କୁ ମହତ୍ଵ ଦେବା ସହ ନ୍ୟାୟପାଳିକାର କାର୍ଯ୍ୟଧାରାରେ ବାହ୍ୟ ସଂସ୍ଥାର ହସ୍ତକ୍ଷେପକୁ ବିରୋଧ କରିଥିଲେ । କିଛି ଦିନ ପୂର୍ବେ ସୁପ୍ରିମକୋର୍ଟ ର ଚାରିଜଣ ବିଚାରପତି ଙ୍କ ଦ୍ଵାରା ସାମ୍ବାଦିକ ସମିଳନୀ କରି ମୁଖ୍ୟ ବିଚାରପତିଙ୍କ ବିରୋଧରେ ଅଭିଯୋଗ କରିବା କୁ କିଛି ବକ୍ତା ନାପସନ୍ଦ କରିଥିଲେ । ବର୍ତମାନ ପରିସ୍ଥିତରେ ନ୍ୟାୟପାଳିକାର ଗରୀମାକୁ କ୍ଷୁର୍ଣ୍ଣ କରିବା ପାଇଁ ଚକ୍ରାନ୍ତ ଚାଲିଥିବା ଅଭିଯୋଗ କରି ଏହାର ଗରୀମାକୁ ବଞ୍ଚାଇ ରଖିବା ପାଇଁ ଆହ୍ୱାନ ଜଣାଇଥିଲେ ।ଏହି କାର୍ଯ୍ୟକ୍ରମରେ ନବରଙ୍ଗପୁର ବାରସଙ୍ଘର ସଭାପତି ଏନ. ଅହମ୍ମଦ ,ସଂପାଦକ ରାମ ପାତ୍ର, ଉପ ସଭାପତି ପିଣ୍ଟୁ ମିଶ୍ର, କୋଷାଧ୍ୟକ୍ଷ ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର , ବରିଷ୍ଠ ଆଇନଜିବୀ ଝାଡେଶ୍ୱେର ଖଡଙ୍ଗା, ପ୍ରକାଶ ମିଶ୍ର ,ଅରବିନ୍ଦ ପଟନାୟକ, ହରି ବେହେରା ,ମୃତାଞ୍ଜୟ ମହାରଣା, ପ୍ରମୁଖ ଉପସ୍ଥିତ ଥିଲେ।

    Watch ଜିଲ୍ଲା ଆଇନଜୀବୀ ସଂଘ ତରଫରୁ ମଧୁବାବୁ ଜୟନ୍ତୀ ପାଳନ With HD Quality

    بذریعے Odisha News24 | 1114 نظٓارہ

  • Meeting of Brahmin Samaj ||Nabarangpur

    Watch Meeting of Brahmin Samaj ||Nabarangpur With HD Quality

    بذریعے Odisha News24 | 1227 نظٓارہ

  • ଇନ୍ଦ୍ରାବତୀ ବିସ୍ଥାପିତଙ୍କ ସମସ୍ୟା-କ°ଗ୍ରେସର କୁମ୍ଭୀର କାନ୍ଦଣା

    ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲାକଂଗ୍ରେସ ପକ୍ଷରୁ ଇନ୍ଦ୍ରାବତୀ ବିସ୍ଥାପିତଙ୍କ ଦାବି ପୂରଣ ତଥା ଜିଲ୍ଲାର ବିଭିନ୍ନ ସମସ୍ୟା ସମାଧାନ କରିବା କରିଥିବା ଆନ୍ଦୋଳନ ପରିପ୍ରେକ୍ଷୀରେ ଆଜି ବିଜେଡି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ ଏହି ସାମ୍ବାଦିକ ସମିଳନୀ ରେ ଯୋଗଦାନ କରି କଂଗ୍ରେସ ପୂର୍ବଦିନରେ ଶାସନ କ୍ଷମତାରେ ଥାଇ ମଧ୍ୟରୁ କୌଣସି ବିକାଶ ମୂଳକ କାର୍ଯ୍ୟ କରିନଥିବା ବେଳେ ବର୍ତମାନ କଂଗ୍ରେସ ପକ୍ଷରୁ ଜିଲ୍ଲା ର ବିକାଶ ପାଇଁ ଆନ୍ଦୋଳନ କରି କୁମ୍ଭୀର କାନ୍ଦଣା କରୁଥିବା ପ୍ରକାଶ କରିଛନ୍ତି । ବିଜେଡି କ୍ଷମତାରେ ରହିବା ପରେ ବିଭିନ୍ନ ବିକାଶ ମୂଳକ କାର୍ଯ୍ୟ ହାତକୁ ନିଆଯାଉଥିବା ବେଳେ କଂଗ୍ରେସ ଆନ୍ଦୋଳନ ଦ୍ଵାରା ହିଁ ଜିଲ୍ଲାର ବିକାଶ ହେଉଥିବା କହି ଲୋକ ଙ୍କ ମଧ୍ୟରେ ଭ୍ରାନ୍ତ ଧାରଣା ସୃଷ୍ଟି କରାଯାଉଥିବା ପ୍ରକାଶ କରିଛନ୍ତି ।

    Watch ଇନ୍ଦ୍ରାବତୀ ବିସ୍ଥାପିତଙ୍କ ସମସ୍ୟା-କ°ଗ୍ରେସର କୁମ୍ଭୀର କାନ୍ଦଣା With HD Quality

    بذریعے Odisha News24 | 1108 نظٓارہ

  • ନିଃଶୁକ୍ଳ ସାମୁହିକ ବ୍ରତପନୟନ ଆୟୋଜନ-ମା ଭଣ୍ଡାର ଘରଣୀ କର୍ମକାଣ୍ଡ ପ୍ରଶିକ୍ଷଣ କେନ୍ଦ୍ର

    ନବରଙ୍ଗପୁର(ଏ,ସତୀଶ):ନବରଙ୍ଗପୁର ଅକାଣ୍ଡଳମଣି ମନ୍ଦିର ଠାରେ ମା ଭଣ୍ଡାର ଘରଣୀ କର୍ମକାଣ୍ଡ ପ୍ରଶିକ୍ଷଣ କେନ୍ଦ୍ର ପକ୍ଷରୁ ନିଃଶୁକ୍ଳ ସାମୁହିକ ବ୍ରତପନୟନ ଆୟୋଜନ କରାଯାଇଥିଲା।ଏହି କାର୍ଯ୍ୟକ୍ରମ ନବରଙ୍ଗପୁର ଦିବଙ୍ଗତ କର୍ମକାଣ୍ଡ ପୁରୋହିତ ଏବଂ ମନ୍ଦିର ପୂଜକମାନଙ୍କ ସୃତି ଉଦ୍ଦେଶ୍ୟରେ କରାଯାଇଥିଲା।ଗତ ବର୍ଷ ୧୨ଜଣ ପିଲାଙ୍କୁ ନିଃଶୁକ୍ଳ ସାମୁହିକ ବ୍ରତପନୟନ କରାଯାଇଥିବା ବେଳେ ଏହି ବର୍ଷ ନବରଙ୍ଗପୁର ସମେତ କୋରାପୁଟ ,ମାଲକାନଗିରି , କଳାହାଣ୍ଡି ର ୧୯ଜଣ ଗରିବ ପିଲାଙ୍କୁ ବ୍ରତପନୟନ କରାଯିବାର ବ୍ୟବସ୍ଥା କରାଯାଇଛି। ଏହି କାର୍ଯ୍ୟକ୍ରମ ୨ଦିନ ଧରି ଚାଲିଥିଲା। ଏହି କାର୍ଯ୍ୟକ୍ରମକୁ ରାଜ ପୁରୋହିତ ଶ୍ରୀ ନରସିଂହ ତ୍ରିପାଠୀ ସହ ବହୁ ପୁରୋହିତ ପୂଜାର୍ଚ୍ଚନା କରି ବ୍ରତପନୟନ କାର୍ଯ୍ୟ ସମ୍ପନ୍ନ କରିଥିଲେ।ନବରଙ୍ଗପୁର : ନବରଙ୍ଗପୁର ଅକାଣ୍ଡଳମଣି ମନ୍ଦିର ଠାରେ ମା ଭଣ୍ଡାର ଘରଣୀ କର୍ମକାଣ୍ଡ ପ୍ରଶିକ୍ଷଣ କେନ୍ଦ୍ର ପକ୍ଷରୁ ନିଃଶୁକ୍ଳ ସାମୁହିକ ବ୍ରତପନୟନ ଆୟୋଜନ କରାଯାଇଥିଲା।ଏହି କାର୍ଯ୍ୟକ୍ରମ ନବରଙ୍ଗପୁର ଦିବଙ୍ଗତ କର୍ମକାଣ୍ଡ ପୁରୋହିତ ଏବଂ ମନ୍ଦିର ପୂଜକମାନଙ୍କ ସୃତି ଉଦ୍ଦେଶ୍ୟରେ କରାଯାଇଥିଲା।ଗତ ବର୍ଷ ୧୨ଜଣ ପିଲାଙ୍କୁ ନିଃଶୁକ୍ଳ ସାମୁହିକ ବ୍ରତପନୟନ କରାଯାଇଥିବା ବେଳେ ଏହି ବର୍ଷ ନବରଙ୍ଗପୁର ସମେତ କୋରାପୁଟ ,ମାଲକାନଗିରି , କଳାହାଣ୍ଡି ର ୧୯ଜଣ ଗରିବ ପିଲାଙ୍କୁ ବ୍ରତପନୟନ କରାଯିବାର ବ୍ୟବସ୍ଥା କରାଯାଇଛି। ଏହି କାର୍ଯ୍ୟକ୍ରମ ୨ଦିନ ଧରି ଚାଲିଥିଲା। ଏହି କାର୍ଯ୍ୟକ୍ରମକୁ ରାଜ ପୁରୋହିତ ଶ୍ରୀ ନରସିଂହ ତ୍ରିପାଠୀ ସହ ବହୁ ପୁରୋହିତ ପୂଜାର୍ଚ୍ଚନା କରି ବ୍ରତପନୟନ କାର୍ଯ୍ୟ ସମ୍ପନ୍ନ କରିଥିଲେ।

    Watch ନିଃଶୁକ୍ଳ ସାମୁହିକ ବ୍ରତପନୟନ ଆୟୋଜନ-ମା ଭଣ୍ଡାର ଘରଣୀ କର୍ମକାଣ୍ଡ ପ୍ରଶିକ୍ଷଣ କେନ୍ଦ୍ର With HD Quality

    بذریعے Odisha News24 | 838 نظٓارہ

  • Nabarangpur #Japanese encephalitis

    ନବରଙ୍ଗପୁର ଜିଲ୍ଲାରେ ଚାଲିଛି ଜାପାନୀଜ ଏନସେଫାଲାଇଟିଶ ଟୀକାକରଣ । ଏହି ଟୀକାକରଣ ଗତ କିଛି ଦିନ ହେବ ଜିଲ୍ଲା ର ସମସ୍ତ ବିଦ୍ୟାଳୟ ଓ ଅଙ୍ଗନବାଡି କେନ୍ଦ୍ର ମାନଙ୍କରେ ୧ ରୁ ୧୫ ବର୍ଷ ର ପିଲାମାନଙ୍କୁ ଟୀକାକରଣ କରାଯାଉଛି । ଏହି କ୍ରମରେ ଆଜି ଜିଲ୍ଲାର ନନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ଅଣ୍ଟାସର ଉନୀତ ପ୍ରାଥମିକ ବିଦ୍ୟାଳୟରେ ଟୀକାକରଣ ପରେ ୫ ଜଣ ଛାତ୍ର ଙ୍କ ମୁଣ୍ଡ ବୁଲାଇବା ଓ ବାନ୍ତି ହେବାପରେ ସେମାନଙ୍କୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟଚିକିଛାଳୟରେ ଭର୍ତି କରାଯାଇଥିଲା । ତେବେ ଛାତ୍ର ମାନଙ୍କୁ କିଏ ଚିକିଛାଳୟରେ ଭର୍ତି କଲେ ତାହା ଜଣା ପଡିନଥିବା ବେଳେ ଅଭିଭାବକ ମାନଙ୍କୁ ମଧ୍ୟ ଛାତ୍ର ମାନଙ୍କ ଏହିପରି ଅବସ୍ଥା ସମ୍ପର୍କରେ ସୂଚନା ଦିଆ ନ ଯାଇ ସମ୍ପୃକ୍ତ ଛାତ୍ର ମାନଙ୍କ ଅଭିଭାବକ ମାନେ ଅଭିଯୋଗ କରିଛନ୍ତି । ମେଡିକାଲ ରେ ଥିବା ଗ୍ରାମ ର ଜଣେ ବ୍ୟକ୍ତି ଛାତ୍ର ମାନଙ୍କ ଚିହ୍ନି ଫୋନ କରି କହିବାରୁ ଜାଣିବାକୁ ପାଇଥିଲେ ଓ ଛାତ୍ର ମାନଙ୍କ ନିକଟରେ ବିଦ୍ୟାଳୟ ର କୌଣସି ଶିକ୍ଷକ ନଥିବା ଅଭିଭାବକ ମାନେ ଅଭିଯୋଗ କରିଛନ୍ତି । ଅନ୍ୟ ପକ୍ଷରେ ଟୀକାକରଣ ସମୟରେ ଛାତ୍ର ମାନେ ଭୟଭୀତ ହୋଇଯାଇଥାଇ ପାରନ୍ତି ଯାହାଫଳରେ ଏହିପରି ଦୁର୍ଘଟଣା ଘଟିଥାଇପାରେ ବୋଲି ଡାକ୍ତର ପ୍ରକାଶ କରିଛନ୍ତି। କିନ୍ତୁ ବର୍ତ୍ତମାନ ଛାତ୍ର ମାନେ ସୁସ୍ଥ ଥିବା ଓ ସେମାନଙ୍କୁ ସାଲାଇନ ଦିଆଯାଉଥିବା ପ୍ରକାଶ କରିଛନ୍ତି ।

    Watch Nabarangpur #Japanese encephalitis With HD Quality

    بذریعے Odisha News24 | 570 نظٓارہ

  • Strike and harassment case

    ନବରଙ୍ଗପୁର  ଜିଲ୍ଲା ପାପଡାହାଣ୍ଡି  ଜେନ- 2 ର କଙ୍ଗ୍ରେସ  ଦଳର ଜିଲ୍ଲା ପରିଷଦ  ସଭ୍ଯ  ଧନପତି ହରିଜନ ତାଙ୍କ ସ୍ତ୍ରୀ  ଙ୍କୁ ଦଷଣ ଓ ଭୃଣହତ୍ୟା  ବିରୋଧରେ  ବି ଜେ  ଡି ମଇଦଲପୁର  ଭବାନୀପାଟଣା  ରାଜପଥ ଅବରୋଧ କରିଥିଲେ  ପରେ ପିଡିତା  ସହ ମିଶି ଥାନାରେ ଏତଲା ଦିଆଯାଇଥିଲା ଯଥା ଶୀଘ୍ର  ଧନପତି  ହରିଜନକୁ ଗିରଫ କରି  ପିଡିତାଙ୍କ  ନାୟ ପ୍ରଦାନ କରିବା ପାଇ  ଦାବି କରାଯାଇଥିଲା

    Watch Strike and harassment case With HD Quality

    بذریعے Odisha News24 | 453 نظٓارہ

  • Rahul Gandhi at Congress rally in Nabarangpur at Odisha; takes on NDA

    Nabarangpur: "The NDA leaders talk a lot but do nothing for the people. The pain and problems of the people are not visible for them" said Rahul Gandhi, the Congress Vice President, while addressing a huge Congress rally at Nabarangpur in Odisha."Odisha is a rich state; it has huge wealth, natural resources and forests. But though the state is rich, the people are poor here. There is no shortage of anything here. But your government take away your natural resources and sell it to big industrialists and only a handful people, not the people, avail benefits" said Rahul Gandhi taking on the BJD government in the state and continued, "The water for irrigation in Odisha is not reaching the people as it is being diverted to rich industrialists. I am not saying that industrialists should not get water and electricity. But what Congress believes is the poor also must get benefits alongwith the business people. There should be a balanced approach for development".

    بذریعے pressbriefin | 246 نظٓارہ

  • Rahul Gandhi at Nabarangpur in Odisha

    Congress Vice President Rahul Gandhi addressed election rally at Nabarangpur in Odisha.

    بذریعے pressbriefin | 464 نظٓارہ

اہم ویڈیو